ସ୍ଵତନ୍ତ୍ର କୋର୍ଟ

ଭୁବନେଶ୍ବର: ଚିଟଫଣ୍ଡ ଠକେଇ ମାମଲାରେ ସ୍ଵତନ୍ତ୍ର କୋର୍ଟ ୭ ଜଣଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ସ୍ଵତନ୍ତ୍ର କୋର୍ଟ ୭ ଜଣଙ୍କୁ ୭ ବର୍ଷ ଲେଖାଏଁ ଦଣ୍ଡାଦେଶ ଘୋଷଣା କରିଛନ୍ତି।…