ଅପରାଧ ଗାଜିଆବାଦ ବୃଦ୍ଧଙ୍କୁ ମାରପିଟ ଘଟଣା: ବିବାଦୀୟ ଟ୍ବିଟ କରିବା ଅଭିଯୋଗରେ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ନାଁରେ ଥାନାରେ ଏତଲା ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ମୁସଲିମ ବୃଦ୍ଧଙ୍କ ଦାଢି କାଟିବା ମାମଲାରେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ସ୍ଵରା ଭାସ୍କରଙ୍କ ସମେତ ଅରଫା…