ଆଜିର ଖବର ସ୍ୱଚ୍ଛତା ଓ ବିଚାରାଧୀନ ମାମଲା ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ୬.୦ ଆରମ୍ଭ ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨ ଅକ୍ଟୋବର ୨୦୨୬ ଠାରୁ ‘ସ୍ୱତନ୍ତ୍ର ଅଭିଯାନ ୬.୦’ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଦେଶବ୍ୟାପୀ ମନ୍ତ୍ରଣାଳୟର ୬୧୦ଟି…