ଆଞ୍ଚଳିକ କାର୍ଯ୍ୟରେ ଯୋଗ ଦେଲେ ବାଲୁଗାଁ ଏନ୍ଏସିରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଣୀ ସ୍ୱପ୍ନା ରାଣୀ ପାଢ଼ୀ ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ୍ଏସିରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଭାବେ ସ୍ୱପ୍ନା ରାଣୀ ପାଢ଼ୀ ଯୋଗଦେଇଛନ୍ତି। ଶ୍ରୀମତି ପାଢ଼ୀ…