ଆଜିର ଖବର ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ: ଟ୍ରେନ ଚଳାଚଳ କ୍ଷେତ୍ରରେ ଦକ୍ଷତା ଏବଂ ନିରାପତ୍ତା ବୃଦ୍ଧି ଭୁବନେଶ୍ଵର: ସୁରକ୍ଷିତ ଏବଂ ଅଧିକ ଦକ୍ଷ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ଏହାର ଭିତ୍ତିଭୂମିକୁ କ୍ରମାଗତ ଭାବରେ ନବୀକରଣ କରିଆସୁଅଛି। ଏହି ଆଧୁନିକୀକରଣର ଏକ…