ଆଜିର ଖବର ଚର୍ଚ୍ଚାରେ ହଂସୁଆ ବାବା: ଶିରିଡି ସାଇ ମନ୍ଦିରର ସାଇଙ୍କ ବଦଳରେ ପୂଜା ପାଉଛନ୍ତି ଆତ୍ମଘୋଷିତ ବାବା ଭୁବନେଶ୍ବର: କେନ୍ଦ୍ରାପଡାର ଭଣ୍ଡ ସାରଥୀ ବାବାଙ୍କର ଖେଳ ସରିବା ପରେ ଏବେ ପୁଣି ଜଣେ ବାବାଙ୍କ ଖେଳ ଦେଖିବାକୁ ମିଳିଛି। ଯାହାଙ୍କ ନାଁରେ କିଛି ଅଭିଯୋଗ ମଧ୍ୟ…