ହାଇକୋର୍ଟଙ୍କ ମାର୍ଗଦର୍ଶନ

ଭୁବନେଶ୍ଵର: ଓଡ଼ିଶା ହାଇକୋର୍ଟଙ୍କ ମାର୍ଗଦର୍ଶନରେ ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଅଧସ୍ତନ କୋର୍ଟରେ ଇ-କୋର୍ଟସ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ…