ଅପରାଧ ଜଙ୍ଗଲରେ ବୋମା ବିଛାଇ କରୁଥିଲେ ଜନ୍ତୁ ଶିକାର, ୧୬ ହାତ ତିଆରି ବୋମା ସହ ୩ ଗିରଫ କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ବନାଂଚଳରେ ଅବାଧରେ ହାତ ତିଆରି ବୋମା ବିଚ୍ଛାଇ ଜନ୍ତୁ ଶିକାର କରୁଥିବା ବେଳେ ନାକଟିଦେଉଳ ବନବିଭାଗ ଏହି କାର୍ଯ୍ୟରେ…