ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ହିନ୍ଦୀ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ଏକ ବାର୍ତ୍ତା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି:
“ସମସ୍ତ ଦେଶବାସୀଙ୍କୁ ହିନ୍ଦୀ ଦିବସର ଅନେକ ଶୁଭକାମନା।”
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ହିନ୍ଦୀ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ଏକ ବାର୍ତ୍ତା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି:
“ସମସ୍ତ ଦେଶବାସୀଙ୍କୁ ହିନ୍ଦୀ ଦିବସର ଅନେକ ଶୁଭକାମନା।”
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଦିବସ ପାଳନ ଅବସରରେ ଅଷ୍ଟ୍ରେଲୀୟ କୂଟନୀତିଜ୍ଞଙ୍କ ଦ୍ୱାରା ସେମାନଙ୍କ ପ୍ରିୟ ହିନ୍ଦୀ ପ୍ରବାଦ ପାଠର ପ୍ରଶଂସା କରିଛନ୍ତି।
आपके ये दोहे और मुहावरे मंत्रमुग्ध करने वाले हैं! ऑस्ट्रेलिया के राजनयिकों का हिन्दी के प्रति ये लगाव बेहद ही दिलचस्प है। https://t.co/N9DCdtk6cd
— Narendra Modi (@narendramodi) September 14, 2023
ଭାରତରେ ଅଷ୍ଟ୍ରେଲୀୟ ହାଇକମିଶନର ଫିଲିପ୍ ଗ୍ରୀନ୍ ଓଏଏମଙ୍କ ଏକ୍ସ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଆପଣଙ୍କ ଏହି ପ୍ରବାଦ ଏବଂ ଢଗ ମନ୍ତ୍ରମୁଗ୍ଧ କରୁଛି। ଅଷ୍ଟ୍ରେଲୀୟ କୂଟନୀତିଜ୍ଞଙ୍କ ହିନ୍ଦୀ ପ୍ରତି ଭଲପାଇବା ଅତ୍ୟନ୍ତ କୌତୁହଳପୂର୍ଣ୍ଣ।’
ନୂଆଦିଲ୍ଲୀ: ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ମୋର ସମସ୍ତ ପରିବାରଜନଙ୍କୁ ହିନ୍ଦୀ ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ହିନ୍ଦୀ ଭାଷା ରାଷ୍ଟ୍ରୀୟ ଏକତା ଏବଂ ସଦ୍ଭାବନାର ସୂତ୍ରକୁ ଆହୁରି ମଜଭୁତ କରୁ ବୋଲି ମୋର କାମନା।’