ହିନ୍ଦୀକୁ ଅଷ୍ଟ୍ରେଲୀୟ କୂଟନୀତିଜ୍ଞଙ୍କ ଭଲପାଇବା ଅତ୍ୟନ୍ତ ଆକର୍ଷଣୀୟ: ପ୍ରଧାନମନ୍ତ୍ରୀ

Published: Sep 15, 2023, 7:51 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଦିବସ ପାଳନ ଅବସରରେ ଅଷ୍ଟ୍ରେଲୀୟ କୂଟନୀତିଜ୍ଞଙ୍କ ଦ୍ୱାରା ସେମାନଙ୍କ ପ୍ରିୟ ହିନ୍ଦୀ ପ୍ରବାଦ ପାଠର ପ୍ରଶଂସା କରିଛନ୍ତି।

ଭାରତରେ ଅଷ୍ଟ୍ରେଲୀୟ ହାଇକମିଶନର ଫିଲିପ୍ ଗ୍ରୀନ୍ ଓଏଏମଙ୍କ ଏକ୍ସ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଆପଣଙ୍କ ଏହି ପ୍ରବାଦ ଏବଂ ଢଗ ମନ୍ତ୍ରମୁଗ୍ଧ କରୁଛି। ଅଷ୍ଟ୍ରେଲୀୟ କୂଟନୀତିଜ୍ଞଙ୍କ ହିନ୍ଦୀ ପ୍ରତି ଭଲପାଇବା ଅତ୍ୟନ୍ତ କୌତୁହଳପୂର୍ଣ୍ଣ।’

Related posts