ଅନ୍ତରାଷ୍ଟ୍ରୀୟ ୧୦୦ କୋଟି କରୋନା ଡୋଜର ଲକ୍ଷ୍ୟ ପୂରଣ କରିଥିବାରୁ ହୁ’ ମୁଖ୍ୟ ଭାରତକୁ ଜଣାଇଲେ ଅଭିନନ୍ଦନ ନୂଆଦିଲ୍ଲୀ: ଦେଶ ଆଜି କୋଭିଡ -୧୯ ଟିକାକରଣରେ ଏକ ରେକର୍ଡ ସୃଷ୍ଟି କରିଛି। ଆଜି ଦେଶରେ ଟୀକା ଡୋଜ ସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ଭାରତର…