ଆଜିର ଖବର ବହୁଦିନ ପରେ ଆସିଲା ଫିଲ୍ମ “ବନ୍ଦିନୀ”ରେ ହୋଲି ଗୀତ ‘ହୋଲିରେ ହୋଲି’ ଭୁବନେଶ୍ବର: ଏଥର ଜମିବ ହୋଲି। ରଙ୍ଗ ବୋଳିବେ ସୁବାଶିଷ, ରିୟା ଓ ତାଙ୍କ ପରିବାରବର୍ଗ। ପୁରା ଦେଶୀ ଷ୍ଟାଇଲରେ ଫଗୁ ଖେଳିବେ। କାରଣ ଖାଣ୍ଟି ଓଡ଼ିଆ ଛୁଙ୍କକୁ…