ବିଶେଷ ଖବର ଲୋକସଭା ଅନୁପ୍ରବେଶ ମାମଲାରେ ଏପର୍ଯ୍ୟନ୍ତ ୫ ଗିରଫ, ଜଣେ ଫେରାର ଦେଢ଼ବର୍ଷ ତଳେ ଯୋଜନା କରିଥିଲେ ଅଭିଯୁକ୍ତ ନୂଆଦିଲ୍ଲୀ: ଡିସେମ୍ବର ୧୩ରେ ସଂସଦର ସୁରକ୍ଷାରେ ଉଲ୍ଲଂଘନ ମାମଲାରେ ଏବେ ନୂଆ ତଥ୍ୟ ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ସଂସଦ ବାହାରେ ପୂର୍ବରୁ…