ଆଜିର ଖବର ଯେଉଁମାନେ ୟୁନିଫର୍ମ ପସନ୍ଦ କରନ୍ତି ନାହିଁ ସେମାନେ ବାହାରକୁ ଯିବା ଉଚିତ: ଆରିଫ ମହମ୍ମଦ ଖାନ ନୂଆଦିଲ୍ଲୀ: ବର୍ତ୍ତମାନ କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ସମ୍ପର୍କରେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ନିଜର ଖୋଲା ମତ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି…