ବିଶେଷ ଖବର ଅକ୍ଷୟ କୁମାର ପରିଜାଙ୍କୁ “ଭିଜା ମାଟିର ସ୍ଵର୍ଗ” ସିନେମା ପାଇଁ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ପୁରସ୍କାର ସମୀକ୍ଷା ବ୍ୟୁରୋ ୩୦ତମ ରାଜ୍ୟ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ଘୋଷଣା ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ଜନକ ଭାବେ ପରିଚିତ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ନାମରେ…