ଆଜିର ଖବର ଟାଙ୍ଗୀ: ଆଇଚର ବୋଲେରୋ ମଧ୍ୟରେ ମୁହାଁ ମୁହିଁ ଧକ୍କା, ୭ ଯାତ୍ରୀ ଗୁରୁତର ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଇଚର ବୋଲେରୋ ମଧ୍ୟରେ ମୁହାଁ ମୁହିଁ ଧକ୍କା। ଫଳରେ ୭ ଯାତ୍ରୀ ଗୁରୁତର ହୋଇପଡିଛନ୍ତି। ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍…