ଆଜିର ଖବର ମାଓ ଦମନ ପାଇଁ ଡିଜିପିଙ୍କ ଉପସ୍ଥିତିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଭୁବନେଶ୍ଵର: କନ୍ଧମାଳ ଜିଲ୍ଲାରେ ପହଞ୍ଚି ଡିଜିପି ୱାଇବି ଖୁରାନିଆ ନକ୍ସଲ ବିରୋଧ ଅଭିଯାନକୁ କଡାକଡି କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ କନ୍ଧମାଳ ଜିଲ୍ଲା…