ଅପରାଧ କ୍ଷେତରୁ ମିଳିଲା 11ଜଣଙ୍କ ଶବ : ହତ୍ୟା ଆଶଙ୍କା ଯୋଧପୁର : ରାଜସ୍ଥାନର ଯୋଧପୁରଠାରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଦେଚୁର ଅଚଳାବତା ଗ୍ରାମ ନିକଟରୁ 11ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି…