ଆଜିର ଖବର ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳରେ ବିଳମ୍ବ ସମ୍ଭାବନା : ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,03/01: ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳ ବିଳମ୍ବିତ ହେବାର ସମ୍ଭାବନା ଦେଖାଦେଇଛି । ଫଳରେ ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ…