ଆଜିର ଖବର ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୧୭ ମୃତ ନୂଆଦିଲ୍ଲୀ : ରୁଷିଆର କେମେରୋଭୋ ଅଞ୍ଚଳରେ ଏକ ଭୟାବହ ବିମାନ ଦୁର୍ଘଟଣା ଘଟିଛି। ଉଡ଼ାଣ ସମୟରେ An-12 ବିମାନରେ ନିଆଁ ଲାଗିବା ପରେ ଏହା ତଳକୁ ଖସିପଡ଼ିଥିଲା।…