ବିଶେଷ ଖବର କାଳିଆ ଟଙ୍କାକୁ କେହି ରୋକିପାରିବେ ନାହିଁ, ନିର୍ବାଚନ ପ୍ରତିଶୃତିକୁ ପାଳନ କଲେ ନବୀନ, କାଳିଆ ଟଙ୍କା ବାଣ୍ଟିବାକୁ ଦେଲେ ନିର୍ଦ୍ଦେଷ ସମୀକ୍ଷା ବ୍ୟୁରୋ କାଳିଆ ଟଙ୍କାକୁ କେହି ରୋକି ପାରିବେ ନାହିଁ। ସରକାର ଆସିଲେ ପ୍ରଥମ ଦିନରେ ଏହି ଟଙ୍କା ଦିଆଯିବ। ସେହି ପ୍ରତିଶୃତିକୁ ହିଁ କାର୍ଯ୍ୟରେ କରି…