ଆଜିର ଖବର କଟକରେ ଅଗ୍ନିକାଣ୍ଡ ଆତଙ୍କ, ହୁତୁହୁତୁ ହୋଇ ଜଳିଲା ଗୋଟିଏ ପରେ ଗୋଟିଏ ବସ୍ କଟକ: କଟକ ସହରରେ ଭୟଙ୍କର ଅଗ୍ନିକାଣ୍ଡ। ଲିଙ୍କ୍ ରୋଡ୍ ରାସ୍ତାକଡ଼ରେ ଥିବା ଏକ ଗ୍ୟାରେଜ୍ରେ ନିଆଁ ଲାଗି ଜଳିଗଲା ୭ରୁ ୮ଟି ବସ୍। ହଠାତ୍ ଗୋଟିଏ ବସ୍ରୁ…