ଆଞ୍ଚଳିକ ସୂଚନା ଅଧିକାରୀ କର୍ମୀ ହତ୍ୟା ମାମଲା : 5 ଅଭିଯୁକ୍ତ ଗିରଫ ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,29/12 : ବାଲିଗୁଡା ଥାନା ପାତ୍ର ସାହିରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ୍ 5 ଜଣଙ୍କୁ ଗିରଫ କରିଛି…