ରାଜ୍ୟ ଖବର ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ ଭୁବନେଶ୍ବର: ଓଡିଆ ସଂଗୀତ ଜଗତର ବିଶିଷ୍ଠ ବ୍ୟକ୍ତିତ୍ବ ଅଭିଜିତ ମଜୁମଦାରଙ୍କ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା। ସେ ଲିଭର ସମସ୍ୟା…