ଆଜିର ଖବର ଗର୍ଭପାତ ପାଇଁ ସୁପ୍ରିମକୋର୍ଟରେ ହାଇଡ୍ରାମା, ସ୍ତ୍ରୀଙ୍କ ଆବେଦନକୁ ବିରୋଧ କଲେ ସ୍ୱାମୀ; ବାପାର ଅଧିକାର ଉପରେ ଉଠିଲା ପ୍ରଶ୍ନ ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ, ଆଉ ତାହାର ପ୍ରଭାବ ପଡ଼ିଛି ଗର୍ଭସ୍ଥ ଶିଶୁ ଉପରେ! ଛଅ ମାସର ଗର୍ଭଧାରଣ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ…