ଆଜିର ଖବର ଶସ୍ତା ହେଲା ବିମାନ ଟିକେଟ୍ ! ମୁଦ୍ରାସ୍ଫୀତି ଓ ବଢ଼ୁଥିବା ଯାତ୍ରା ଖର୍ଚ୍ଚ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ସକାରାତ୍ମକ ଖବର। ଜେଟ୍ ଇନ୍ଧନ ମୂଲ୍ୟ ହ୍ରାସ ପରେ ଏୟାରଏସିଆ ଏକ୍ସ…