ଆଜିର ଖବର ‘ଦେଶ ପାଇଁ ଦାନ’ ଅଭିଯାନରୁ ୧ ମାସରେ କଂଗ୍ରେସକୁ କେତେ ମିଳିଲା? ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ଅଭିଯାନର ଏକ ଅଂଶ ଭାବରେ କଂଗ୍ରେସ ଗତ ଏକ ମାସ ମଧ୍ୟରେ ୧୫ କୋଟି ଟଙ୍କା ପାଇଛି।…