ଆଜିର ଖବର ଶୀତରେ ଥରୁଛି ଦିଲ୍ଲୀ, ତାପାମାତ୍ରା 2.4 ଡିଗ୍ରୀ ନୂଆଦିଲ୍ଲୀ, 28/12 : ଡିସେମ୍ବର ମାସର ହାଡଭଙ୍ଗା ଶୀତରେ ସମଗ୍ର ଉତ୍ତର ଭାରତ ଥରୁଥିବା ବେଳେ ରାଜଧାନୀ ନୂଆଦିଲ୍ଲୀର ତାପମାତ୍ରା 2.4 ଡିଗ୍ରୀ ସେଲ୍ସିୟସ୍ ରହିଛି ।…