ଆଜିର ଖବର ବାଣପୁର ବ୍ଲକ କାର୍ଯ୍ୟାଳୟରେ ପଡିଲା ତାଲା: ଅଧ୍ୟକ୍ଷଙ୍କ ନେତୃତ୍ଵରେ ଏକାଧିକ ସରପଞ୍ଚ ଓ ସମିତିସଭ୍ୟଙ୍କ ବିକ୍ଷୋଭ ଜାରି ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ତାଲା ପଡିଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ନେତୃତ୍ୱରେ ବ୍ଲକ ଅଫିସରେ ତାଲା ପକାଇଲେ ଏକାଧିକ ପଞ୍ଚାୟତ…