ଅନ୍ତରାଷ୍ଟ୍ରୀୟ ରନୱେରୁ ଖସି ଆମାଜନ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ ୱାଶିଂଟନ୍: ଆମେରିକାର ମିଆମି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି। ଅବତରଣ ସମୟରେ ଆମାଜନ୍ର ଏକ କାର୍ଗୋ (ପଣ୍ୟବାହୀ) ବିମାନ ରନୱେରୁ ବାହାରି ଯାଇ…