ଆଜିର ଖବର ପେଟାର ଶ୍ରେଷ୍ଠ ବ୍ୟକ୍ତିତ୍ବ ତାଲିକାରେ କୋହଲି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପେଟା ପକ୍ଷରୁ 2019 ପାଇଁ ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବରେ ଚୟନ କରାଯାଇଛି । ଭାରତରେ ପଶୁପକ୍ଷୀଙ୍କ ବିକାଶ ପାଇଁ…