ଅନ୍ତରାଷ୍ଟ୍ରୀୟ ରାତି ଅଧିଆ ଏୟାର ଷ୍ଟ୍ରାଇକ, ସତର ଜଣ ସନ୍ତ୍ରାସବାଦୀ ନିହତ ସୂଚନା ୱାସିଂଟନ, ସିରିୟା ଉପରେ ରାତି ଅଧିଆ ଏୟାର ଷ୍ଟ୍ରାଇକ କରିଛି ଆମେରିକ। ଇରାକ ସୀମବର୍ତ୍ତି ଅଞ୍ଚଳରେ ଏହି ଷ୍ଟ୍ରାଇକ କରାଯାଇଛି। ସିରିଆର ଏହି ସ୍ଥାନରେ ବଙ୍କର କରି…