ଆଜିର ଖବର ରାହୁଲଙ୍କୁ ଅମିତ ଶାହଙ୍କ କଡ଼ା ଟାର୍ଗେଟ୍: ଦେଶକୁ ବଦନାମ କରି କ୍ଷମତା ମିଳିବନି, କଂଗ୍ରେସକୁ ଶୁଣାଇଲେ ୧୨ ଲକ୍ଷ କୋଟିର ହିସାବ! ହାଇଦ୍ରାବାଦ: ଦେଶର ରାଜନୀତିରେ ପୁଣି ତେଜିଲା ବିଜେପି-କଂଗ୍ରେସ ବାକ୍ଯୁଦ୍ଧ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଶାନା କରି ବଡ଼ ରାଜନୈତିକ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ…