ଆଜିର ଖବର ମହଙ୍ଗା ହେଲା ବାହାରେ ଖାଇବା, ଦୋସାଠୁ କଫି ପର୍ଯ୍ୟନ୍ତ ବଢ଼ିବ ଦର! ରେଷ୍ଟୁରାଣ୍ଟ ମେନୁରେ ୧୦% ମହଙ୍ଗା ମାଡ଼ ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ମିଳୁନି ନିସ୍ତାର। ଘରର ରୋଷେଇ ଘରଠାରୁ ଆରମ୍ଭ କରି ହୋଟେଲ ଓ ରେଷ୍ଟୁରାଣ୍ଟର ଡାଇନିଂ ଟେବୁଲ୍ ପର୍ଯ୍ୟନ୍ତ ଏବେ ଦରବୃଦ୍ଧିର ପ୍ରଭାବ। ଯଦି…