ଆଜିର ଖବର ମେ ୨୩ରେ ୟୁପିଏ କରିବ ଏନ୍ଡିଏ ବିରୋଧୀ ବୈଠକ, ନବୀନଙ୍କୁ ନିମନ୍ତ୍ରଣ ଦେଲେ ସୋନିଆ ଚଳିତ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପାଇଁ ଆଉ ହାତରେ ୪ଟି ଦିନ। ଆସନ୍ତା ୧୯ରେ ଦେଶର ୮ଟି ରାଜ୍ୟରେ ଅବଶିଷ୍ଟ ୫୯ଟି ଆସନ ପାଇଁ ମତଦାନ…