ବିଶେଷ ଖବର ଦଳବଦଳ ରାଜନୀତି : ଟିକଟ ବଣ୍ଟନକୁ ନେଇ ନିଜ ଜାଲରେ ନିଜେ ଫସିଲା ଓଡିଶା ବିଜେପି କେଦାର ମିଶ୍ର ବିଜେପିରେ ନୂଆ କରି ଯୋଗଦେଇଥିବା ବିଜୁ ଜନତା ଦଳର ବହିଷ୍କୃତ ନେତାମାନେ ବିଜେପିର ଓଡିଶା ସଙ୍ଗଠନକୁ ଏକପ୍ରକାର କରାୟତ୍ତ କରିନେବା ପରେ ଏହାକୁ ନେଇ…