ବିଶେଷ ଖବର ଓଡିଶା ବିଜେପିରେ ଅନେକ ଗୋଷ୍ଠୀ ଓ ଅନେକ ଫାଟ, ଏହାକୁ ଅଣଦେଖା କରି ୨୦୨୪ ପାଇଁ ମିଶନ-୧୨୦ ର ମୂଲ୍ୟ କଣ? କେଦାର ମିଶ୍ର ଓଡିଶା ବିଜେପିରେ ଅନେକ ଗୋଷ୍ଠୀ ଓ ଅନେକ ଫାଟ- ଏତିକି ଶୁଣୁ ଶୁଣୁ ଭକ୍ତମଣ୍ଡଳୀ ପାଗଳା ହୋଇଯିବେ। ସେମାନଙ୍କ ମତରେ ଅନ୍ୟ ଦଳରେ ବହୁତ…