ଆଞ୍ଚଳିକ ଥାନା ଓ ଡାକ୍ତରଖାନାରେ ନୂଆବର୍ଷ ପାଳିଲେ ସାନହନ୍ତୁଆଡର ଅରୁଣିମା ଯୁବକ ସଂଘ ସମୀକ୍ଷା ବ୍ୟୁରୋ ବାଣପୁର, ୨/୧: ନବବର୍ଷକୁ ପ୍ରାୟ ସମେସ୍ତ ଭୋଜିଭାତ, ନାଚଗୀତ ଆଉ ମଜାମସ୍ତିରେ ପାଳନ କରୁଥିବାବେଳେ ଏହାକୁ ଏକ ଅଭିନବ ଢଙ୍ଗରେ ପାଳନ କରିଛନ୍ତି ସ୍ଥାନୀୟ…