ଆଜିର ଖବର ଆସିଆନ୍ ସମ୍ମିଳନୀ: ଚୀନ୍ର ପ୍ରଭାବକୁ ନେଇ ବଢ଼ିବ ଚର୍ଚ୍ଚା! ମାନିଲାରେ ଭାରତର ରଣନୈତିକ ପ୍ରସ୍ତୁତି ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ଶକ୍ତି ସନ୍ତୁଳନ ବଦଳୁଥିବାବେଳେ ଦକ୍ଷିଣ-ପୂର୍ବ ଏସିଆର ରାଜଧାନୀ ମାନିଲା ଏବେ ଅନ୍ତର୍ଜାତୀୟ କୂଟନୀତିର ନୂଆ ରଣକ୍ଷେତ୍ର ପାଲଟିବାକୁ ଯାଉଛି। ସୋମବାର (ନଭେମ୍ବର ୧୬)…