ଆଜିର ଖବର ପ୍ରତିଷ୍ଠିତ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଅବଦାନ ପାଇଁ ପ୍ରତିଷ୍ଠିତ ଅଭିନେତ୍ରୀ ଆଶା ପାରେଖଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ସିନେମା କ୍ଷେତ୍ରରେ ଦାଦାସାହେବ ଫାଲକେ ପୁରସ୍କାର…