ଜାତୀୟ ଖବର OTPର ଜନ୍ମ କାହାଣୀ: କ୍ରେଡିଟ୍ କାର୍ଡ ଠକେଇ ରୋକିବାକୁ ଆସିଥିଲା ଏହି ଆଇଡିଆ, ଜାଣନ୍ତୁ କିଏ ଦେଇଥିଲେ ପ୍ରଥମ ପ୍ରସ୍ତାବ ଭୁବନେଶ୍ୱର: ଆଜିକାଲି ଡିଜିଟାଲ୍ କାରବାର ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର୍ ହେଉ କି ଅନଲାଇନ୍ ସପିଂ, କ୍ରେଡିଟ୍ କାର୍ଡ…