ଆଜିର ଖବର ବ୍ୟାଙ୍କ FDରେ ଟଙ୍କା ରଖିବା ପୂର୍ବରୁ ସାବଧାନ, ଅଟୋ ରିନ୍ୟୁଆଲ୍ରେ ହୋଇପାରେ କ୍ଷତି ନୂଆଦିଲ୍ଲୀ: ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ (FD) କରିଥିବା ଲକ୍ଷ ଲକ୍ଷ ଜମାକାରୀଙ୍କ ପାଇଁ ସୁଧ ହାର ଏକ ବଡ଼ ପ୍ରସଙ୍ଗ। ନିଜ କଷ୍ଟ ଅର୍ଜିତ ଟଙ୍କାକୁ ସୁରକ୍ଷିତ…