ଆଜିର ଖବର ଉଦ୍ଧବ ଠାକରେ ପାଇଁ ଅଗ୍ନିପରୀକ୍ଷା: ଦଳ ରହିବ କି ଭାଙ୍ଗିବ? ମହାରାଷ୍ଟ୍ର ରାଜନୀତି ପୁଣି ଥରେ ଅସ୍ଥିର। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନା ଖଣ୍ଡ ଖଣ୍ଡ ହେବାକୁ ଯାଉଛି। ଉଦ୍ଧବ ଠାକରେଙ୍କ ପାଇଁ ଏହି ପରିସ୍ଥିତି ଦଳର…