ଆଜିର ଖବର ଠାକ୍ରେ ବିରୋଧୀ ମନ୍ତବ୍ୟ ପଡିଲା ମହଙ୍ଗା : ଯୁବକଙ୍କୁ ଲଣ୍ଡା କଲେ ଶିବ ସେନା କର୍ମୀ ମୁମ୍ବାଇ, 24/12 : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡିଛି । ସୋସିଆଲ ମିଡିଆରେ ଠାକ୍ରେଙ୍କୁ ସମାଲୋଚନା କରିବାରୁ ଓ୍ବାଡାଲା ବାସିନ୍ଦା…