ଆଜିର ଖବର ବାଲିଯାତ୍ରା ବୁଲିବାକୁ ମାତ୍ର ୧୦ ଟଙ୍କା, ୫୦ଟି ଆମ ବସ୍ ଯୋଗାଇବ କ୍ରୁଟ୍ କଟକ: ଐତିହାସିକ କଟକ ବାଲିଯାତ୍ରା ବୁଲିବାକୁ ଯୋଜନା କରୁଛନ୍ତି କି? ତେବେ ଆଉ ପାର୍କିଂ ଚିନ୍ତା ନାହିଁ କି ଟ୍ରାଫିକ୍ ଜାମ୍ର ଟେନସନ୍। ମାତ୍ର ୧୦ ଟଙ୍କା…