ଆଜିର ଖବର ବନ୍ଧମୁଣ୍ଡା ରେଳ କ୍ୱାର୍ଟରରୁ ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ ସୁନ୍ଦରଗଡ଼: ରେଳବାଇ କ୍ୱାର୍ଟର୍ସ ଭିତରୁ ମିଳିଲା ମହିଳାଙ୍କ ମୃତଦେହ। ମାଆଙ୍କୁ ଡାକି ଡାକି ନିରାଶ ହେବା ପରେ ପଡ଼ୋଶୀଙ୍କ ଘରକୁ ଦୌଡ଼ିଲା ୮ ବର୍ଷର ନିଷ୍ପାପ ଶିଶୁ।…