ଅନ୍ତରାଷ୍ଟ୍ରୀୟ ଟି-୨୦ ବିଶ୍ୱକପରୁ ବିଦା ହେଲା ବାଂଲାଦେଶ?: ଭାରତରେ ଖେଳିବାକୁ ମନା କଲା ପଡୋଶୀ ଦେଶ ନୂଆଦିଲ୍ଲୀ: ବାଂଲାଦେଶ ସରକାର ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି ଯେ, ବାଂଲାଦେଶ କ୍ରିକେଟ୍ ଦଳ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପରେ ଖେଳିବ ନାହିଁ।…