ଆଜିର ଖବର ବ୍ୟାଙ୍କଗୁଡ଼ିକ ଦ୍ୱାରା ଏହି ମନମୁଖୀ କାର୍ଯ୍ୟ ଉପରେ କଟକଣା: ନିର୍ଦ୍ଦେଶାବଳୀ ଜାରି କଲା RBI ନୂଆଦିଲ୍ଲୀ: RBI ତାର ଗ୍ରାହକମାନଙ୍କ ସୁରକ୍ଷା ଏବଂ ସୁବିଧା ପ୍ରତି ବହୁତ ଯତ୍ନବାନ। ଏଥିପାଇଁ, କେନ୍ଦ୍ରୀୟ ବ୍ୟାଙ୍କ ସମୟ ସମୟରେ ବ୍ୟାଙ୍କଗୁଡ଼ିକୁ ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରିଥାଏ।…