ଆଜିର ଖବର 40 ଲକ୍ଷ ଟଙ୍କା ଆତ୍ମସାତ : 3 ବ୍ୟାଙ୍କ ମିତ୍ର ଗିରଫ ସମୀକ୍ଷା ବ୍ୟୁରୋ ରାଉରକେଲା,21/12 : ବ୍ୟାଙ୍କରୁ 40 ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ରାଉରକେଲା ସାଇବର ଥାନା ପୁଲିସ୍ 3 ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି…