ଆଜିର ଖବର କିଏ ହେବେ ନୂଆ କଂସ ମହାରାଜ? ୪୪ କଳାକାରଙ୍କ ମଧ୍ୟରେ କଡ଼ା ଟକ୍କର, ଆଜି ଭାଗ୍ୟ ପରୀକ୍ଷା ବରଗଡ଼: କିଏ ପିନ୍ଧିବେ କଂସ ମହାରାଜଙ୍କ ମୁକୁଟ? କାହାର ଗର୍ଜନରେ ଥରିବ ମଥୁରା ନଗରୀ? କାହା ଅଭିନୟରେ ଜୀବନ୍ତ ହେବ ପୌରାଣିକ ଅତ୍ୟାଚାରୀ ରାଜା କଂସଙ୍କ ଚରିତ୍ର?…